ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ନିର୍ବାଚନ ଫଳାଫଳ ବାହାରିବାର ୪ ଦିନ ହୋଇଯାଇଥିଲେ ବି ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ହୋଇପାରୁନାହିଁ । ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସିଦ୍ଦରାମେୟା ଆଗୁଆ ବୋଲି କୁହାଯାଉଛି । କିନ୍ତୁ ଶିବକୁମାର ବି ନିଜ ଜିଦରେ ଅଟଳ ଅଛନ୍ତି । ଉଭୟଙ୍କୁ ମନାଇବାକୁ କଂଗ୍ରେସ ହାଇକମାଣ୍ଡ ୫୦:୫୦ ଫର୍ମୁଲା ( ଉଭୟ ଅଢେଇବଷଁ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବେ) ପ୍ରସ୍ତାବ ଦେଇଥିଲେ ବି ସେଥିରେ ଉଭୟ ରାଜି ହୋଇନଥିବା ସୂଚନା ମିଳୁଛି |






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……