ରିପୋର୍ଟ କାର୍ଡ / କଟକ
ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପିଟିସନ ଖାରଜ କଲେ ଓଡ଼ିଶା ହାଇକୋର୍ଟ । ସିବିଆଇ ଏଫଆଇଆର ରଦ୍ଧ କରିବାକୁ ପିଟିସିନ କରିଥିଲେ ପ୍ରଭାତ । ଏଫଆଇଆର ରଦ୍ଧ ପାଇଁ ହୋଇଥିବା ପିଟିସନ ଖାରଜ କଲେ କୋର୍ଟ । ପିଟିସନ ଖାରଜ ହେବାରୁ ସିବିଆଇର ମାମଲା ଚାଲୁ ରହିବ । ପ୍ରଭାତଙ୍କ ପିଟିସନ ଖାରଜ ନେଇ ସୂଚନା ଦେଇଛନ୍ତ ସିବିଆଇ ଓକିଲ ସାର୍ଥକ ନାୟକ । ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇଥିଲେ ପ୍ରଭାତ ତ୍ରିପାଠୀ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..