Report Card Odisha

| Daily Odia News

ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳଚ୍ଚିତ୍ର ନିର୍ମାତା ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ ହୋଇଛି | ସଲମାନ ଖାନଙ୍କ ଫିଲ୍ମ ‘ଚୋରି ଚୋରି ଚୁପ୍‌କେ ଚୁପ୍‌କେ’ ଓ ‘ଅଣ୍ଡର ଟ୍ରାୟଲ’ ଆଦି ସୁପରହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ନାଜିମ ହସନ| ସୋମବାର ରାତିରେ ସେ କୋକିଲାବେନ ହସ୍ପିଟାଲରେ ଚିକିିତ୍ସିତ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ବଲିଉଡ଼ରେ ଶୋକ ଛାୟା ଖେଳିଯାଇଛି। ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶ ସ୍ଥିତ ପୈତୃକ ଘରେ ନାଜିମଙ୍କ ଅନ୍ତିମ ସଂସ୍କାର କରାଯିବ।

Breaking News