ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୌରସଂସ୍ଥା ଅଧ୍ୟକ୍ଷ ଆସନ ପାଇଁ ପ୍ରକାଶ ପାଇଛିଚୂଡ଼ାନ୍ତ ସଂରକ୍ଷଣ ତାଲିକା | ୧୦୭ଟି ପୌରସଂସ୍ଥାର ଅଧ୍ୟକ୍ଷ ପଦ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ, ୯ଟି ପୌରସଂସ୍ଥା ଅଧ୍ୟକ୍ଷ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ଏହା ସହିତ ୮ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସସିଙ୍କ ପାଇଁ ସଂରକ୍ଷିତ ରହିବ । ଏହା ସହିତ ୫ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ୩ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଏସଟିଙ୍କ ପାଇଁ ସଂରକ୍ଷିତ ରହିବ । ୪୦ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ୪୨ଟି ପୌରସଂସ୍ଥା ଅଧ୍ୟକ୍ଷ ପଦବୀ ଅଣସଂରକ୍ଷିତ ରହିବ






More Stories
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..
ଆଜି ମନ୍ତ୍ରୀ ପରିଷଦ ବୈଠକ…..
ଓଏଏସ୍ ଅଧିକାରୀଙ୍କ ବଦଳି……