ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି | ବ୍ୟକ୍ତିଗତ କାରଣ ଓ ଅନ୍ୟ କେତେକ ପ୍ରତିଶ୍ରୁତି ଦର୍ଶାଇ ଆଜି ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି | ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି | ପୁରୋହିତ ପଞ୍ଜାବ ତଥା କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ‘ଦୟାକରି ଏହାକୁ ମୋର ଇସ୍ତଫା ପତ୍ର ରୂପେ ଗ୍ରହଣ କରନ୍ତୁ’ ବୋଲି ରାଷ୍ଟ୍ରପତିଙ୍କୁ ଚିଠିରେ ଲେଖିଛନ୍ତି ବନୱାରୀଲାଲ ପୁରୋହିତ ଉଲ୍ଲେଖ କରିଛଛି।






More Stories
କୌଣସି ଲକ୍ଡାଉନ୍ ହେବନି…..
ଶପଥ ନେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ….
ସିଏମ୍-ପିଏମ୍ ଆଲୋଚନା…..