ରିପୋର୍ଟ କାର୍ଡ / ପୁରୀ
ପୁରୀ ରେଳ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ପୁରୀ-ଗୁଣୁପୁର ଯାତ୍ରୀବାହୀ ଟ୍ରେନ ଲାନଚ୍ୟୁତ ହୋଇଥିବା ଜଣାପଡିଛି । ପ୍ଲାଟଫର୍ମ ନମ୍ବର-୧ରେ ଟ୍ରାକରୁ ଖସି ଯିବାରୁ ସାଇଡ ହୋଇ ରହିଯାଇଛି ପାସେଞ୍ଜର ଟ୍ରେନ । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାଯାଇଛି । ପୁରୀ ଲେଭେଲ୍ କ୍ରସିଂ ନିକଟରେ ଏହି ଦୁର୍ଘଟଣା ହୋଇଛି ।






More Stories
ନାବାଳକଙ୍କୁ ହତ୍ୟା କଲା ନାବାଳକ…..
୨୨ରୁ ବିଧାନସଭା ଅଧିବେଶନ…….
ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ…..