ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ସମଗ୍ର ଦେଶ ହୋଇ ଉଠିଛି ରାମମୟ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଦେଶବିଦେଶରୁ ବହୁ ଭିଭିଆଇପି ଅଯୋଧ୍ୟାରେ ପହଞ୍ଚିଛନ୍ତି। ପୁରୀ ଗଜପତି ମହାରାଜା ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି। ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ନିମନ୍ତେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଯୋଧ୍ୟରେ ଉପସ୍ଥିତ ଅଛନ୍ତି। ତାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି ।






More Stories
ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କବାଦୀ…..
ଅବହେଳା କଲେ ନାମଲେଖା ବନ୍ଦ…..
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..