ରିପୋର୍ଟ କାର୍ଡ / ପୁରୀ
ଆଜି ବାହୁଡା ଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶାସନ ପକ୍ଷରୁ ପାସ୍ ଦିଆଯାଇଛି। ସେହିପରି ପାସ୍ ନଥିବା ବ୍ୟକ୍ତି ମାନଙ୍କୁ ରଥପାଖକୁ ଛଡାଯାଉନାହିଁ। ସେପଟେ ବାହୁଡା ପାଇଁ ପୁରୀ ସହରରେ କର୍ଫ୍ୟୁ ଲାଗିଥିବାରୁ ବଡଦାଣ୍ଡରେ ଥିବା ଘର, ଲଜିଂ, ହୋଟେଲର ଛାତ ଉପରେ କୌଣସି ବ୍ୟକ୍ତି ଠିଆ ନହେବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ତେବେ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଭଳି ଚାଲିଛି ପାସ୍ ଚେକିଂ ଓ ବଡଦାଣ୍ଡରେ ଥିବା କୋଠା, ହୋଟେଲ ଓ ଲଜିଂ ଉପରେ ଛିଡା ହୋଇ ଦର୍ଶନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……