ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହ୍ବାଟସଆପ ଏହାର ସୁରକ୍ଷା ଅପଡେଟ ଜାରି କରିବାକୁ ଯାଉଛନ୍ତି | ଏଥିପାଇଁ ଫୋନରେ ଏକ ନିର୍ଦିଷ୍ଟ ମନର ହାର୍ଡୱେୟାର ଓ ସଫ୍ଟଓୟାର ରହିବ ଦରକାର | ଏହି ଅପଡେଟ ଜାରି ହେବ ପରେ ବହୁ ଆଣ୍ଡ୍ରଏଡ଼, ଆଇଓଏସ ଓ କିଓଏସ ଅପରେଟିଙ୍ଗ ସିଷ୍ଟମରେ ଚାଲୁଥିବା ଫୋନରେ ହ୍ବାଟସଆପ କାମ କରିବନି | ମଭେମ୍ବର ପହିଲାରୁ ଏହି ଅପଡେଟ ଜାରି ରହିବ | ସାମସଙ୍ଗ ଗାଲାକ୍ସି ଏସ ୩ ମିନି, ଆଇଫୋନ ୬ ଏସ, ଆଇଫୋନ ୬ ଏସ ପ୍ଲସ ଓ ଆଇଫୋନ ଏସଇ ପ୍ରଥମ ପିଢ଼ି, ଅପଟିସମ ଏଲ ୫ ଡୁଆଲ, ଅପଟିସମ ଏଲ ୪ ୨ ଡୁଆଲ,ଅପଟିସମ ଏଫ ୭ ଓ ଅପଟିସମ ଏଫ୫ ଭଳି ଫୋନରେ ହ୍ବାଟସଆପ ଅଚଳ ହୋଇଯିବ |






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……