ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିପାରନ୍ତି ରାହୁଲ ଗାନ୍ଧୀ | କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ ମଧ୍ୟ କଂଗ୍ରେସ ପାଇଁ ରାହୁଲ ପ୍ରଚାର କରିବେ | ଏନେଇ ଆଜି ଓଡିଶା ପ୍ରଭାରୀ ଅଜୟ କୁମାର କହିଛନ୍ତି ଯେ ଆସନ୍ତାକାଲି ଭିତରେ ରାହୁଲଙ୍କ କାର୍ଯ୍ୟକ୍ରମ ଫାଇନାଲ ହେବ | ସେହିପରି ବଲାଙ୍ଗୀରକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ନବରଙ୍ଗପୁରରେ ପ୍ରିୟଙ୍କା ଗାନ୍ଧୀ ଆସି ପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଛି |






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..