ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୮ମ ଲୋକସଭାର ପ୍ରଥମ ଅଧିବେଶନର ଦ୍ୱିତୀୟ ଦିନରେ ବିରୋଧୀ ଦଳର ସାଂସଦମାନେ ଶପଥ ନେଇଛନ୍ତି।
ଆଜି କଂଗ୍ରେସ ଟିକେଟରୁ ରାଏବରେଲୀରୁ ରେକର୍ଡ ବିଜୟ ହାସଲ କରିଥିବା ରାହୁଲ ଗାନ୍ଧି ଶପଥ ନେଇଛନ୍ତି।ତାଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ପାଠ କରାଇଛନ୍ତି। କିନ୍ତୁ ଶପଥ ପାଠ ବେଳେ ରାହୁଲ ଗାନ୍ଧି ହାତରେ ଭାରତର ସମ୍ବିଧାନକୁ ଧରିଥିଲେ। ଗତକାଲି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୮୦ ଜଣ ସାଂସଦ ଶପଥ ନେଇଥିଲେ। ଆଜି ବାକିଥିବା ସାଂସଦମାନେ ଶପଥ ନେଇଛନ୍ତି |






More Stories
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..
ଭଡ଼ାଘର ଦେବେ ସରକାର…..