Report Card Odisha

| Daily Odia News

୩ ଦିନିଆ ରିମାଣ୍ଡରେ ରାଜା ଚକ୍ର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଓପିଆଇଡି କୋର୍ଟ। କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ମାମଲାରେ କ୍ରାଇମବ୍ରାଞ୍ଚ ରାଜାଙ୍କୁ ଗିରଫ କରିଛି। ରାଜା ଚକ୍ରଙ୍କ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ରିମାଣ୍ଡ ମିଳିଛି। ସଭାପତି ମାନସ ବାରିକ୍ , ସମ୍ପାଦକ ଉତ୍କଳ ଦାଶ ମଧ୍ୟ ରିମାଣ୍ଡରେ ଯିବା ନେଇ ସୂଚନା ମିଳିଛି।

Breaking News