ରିପୋର୍ଟ କାର୍ଡ /କଟକ
ଜନତା ଦଳ (ବିଜେଡି)ର କଟକ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ବଲ୍ଲଭ ବେହେରାଙ୍କୁ ନିଯୁକ୍ତ କରାଯାଇଛି। ଦଳର ଉଚ୍ଚ ନେତୃତ୍ବଙ୍କ ଅନୁମୋଦନକ୍ରମେ ଏହି ଦାୟିତ୍ବ ତାଙ୍କୁ ଅର୍ପଣ କରାଯାଇଛି । ଏହି ଅବସରରେ ଶ୍ରୀ ବେହେରା କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ନିଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡ଼ା ପ୍ରମୁଦ କୁମାର ମଲ୍ଲିକଙ୍କୁ ତାଙ୍କର ଆସରିବାଦ ଓ ସହଯୋଗପାଇଁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି | ସେମାନଙ୍କr ନିରନ୍ତର ପ୍ରେରଣା ଓ ଦିଗ୍ଦର୍ଶନ ତାଙ୍କୁ ଆଗମୀ ଦିନରରେ ଦଳୀୟ କାର୍ଯ୍ୟରେ ଆହୁରି ସକ୍ରିୟ ଭାବେ କାମକରିବାରେ ସହାୟତା କରିବ ବୋଲି ସେ କହିଛନ୍ତି |






More Stories
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…..