Report Card Odisha

| Daily Odia News

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ହେଉଛି ପ୍ରବିତ୍ର ଗହ୍ମା ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣମା ତିଥିରେ ରାକ୍ଷୀ ପୂର୍ଣ୍ଣିମା ପଡିଥାଏ । ଏହି ଦିନ ଭଉଣୀ ସ୍ନେହ ଓ ଭଲପାଇବାର ଡୋରୀ ଭାଇ ହାତରେ ବାନ୍ଧି ତାର ମଙ୍ଗଳ କାମନା କରିଥାଏ । ଏହି ଖଣ୍ଡିଏ ସୁତାରେ ଯୋଡ଼ି ହୋଇ ଯାଏ ଭାଇ ଓ ଭଉଣୀର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ। ଭଉଣୀଟିଏ ଚାତକପରି ରାକ୍ଷୀ ପୂର୍ଣ୍ଣିମାକୁ ଅନେଇ ବସିଥାଏ |

Breaking News