ରିପୋର୍ଟ କାର୍ଡ / ଭୁବନେଶ୍ବର
ରଂଜିତ ପାତ୍ରଙ୍କୁ ଓଡ଼ିଶା ଯୁବ କଂଗ୍ରେସର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ଏଆଇସିସି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି ଆଜି ରଂଜିତଙ୍କୁ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତ କରିଛନ୍ତି। ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ଯୁବ କଂଗ୍ରେସ ଉପସଭାପତି ଭାବେ ଦାୟିତ୍ୱ ମିଳିଛି।
More Stories
ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ……
ଆଜିଠୁ ଖୋଲିଲା ଭିତରକନିକା…..
ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….