ଆମ ସହର ଗଣ୍ଡଗୋଳରୁ ଗୁଳିମାଡ,୨ ଅଟକ…. Report Card Bureau March 28, 2025 ରିପୋର୍ଟ କାର୍ଡ / ରାଉରକେଲାଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ ଘଟିଛି । ରଘୁନାଥପାଲି ଥାନା ଦେ ଗାଁର ଏକ ଢାବା ନିକଟରେ ପ୍ରଥମେ ବଚସା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଶେଷରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି । ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।Continue ReadingPrevious ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ:ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ…..Next ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଅପରାଧ ଆମ ସହର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ….. March 30, 2025 Report Card Bureau ଆମ ସହର ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର….. March 30, 2025 Report Card Bureau 1 min read ଆମ ସହର ରାଜ୍ୟ ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ:ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ….. March 27, 2025 Report Card Bureau
More Stories
ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ…..
ବ୍ରିଜ୍ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର…..
ଶୁଆକୁ ଫାଶି ଦେଇ କରିଥିଲେ ରିଲ୍ସ:ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ…..