ରିପୋର୍ଟ କାର୍ଡ / ପୁରୀ
ଦୀର୍ଘ ଦୁଇ ବର୍ଷ ପରେ ମେ ମାସ ୫ତାରିଖରେ ରଥଯାତ୍ରାକୁ ନେଇ ସମନ୍ୱୟ ବୈଠକ ବସିବ । ଏ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀ ପୌରସଦନରେ ଦିନ ୧୧ଟାରେ ଅନୁଷ୍ଠିତ ହେବ ଏହି ବୈଠକ। କୋଭିଡର ସ୍ଥିତିକୁ ଦେଖି ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ , ସେ ନେଇ ନିଆଯିବ ନିଷ୍ପତ୍ତି। ଚନ୍ଦନଯାତ୍ରା ଭଳି ରଥଯାତ୍ରାରେ ଭକ୍ତ ସାମିଲ୍ ହୋଇପାରନ୍ତି ଜଣାପଡ଼ିଛି ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..