Report Card Odisha

| Daily Odia News

ରେଭେନ୍ସା ବିଶ୍ବବିଦ୍ୟାଳୟକୁ A++ ମାନ୍ୟତା…..

ରିପୋର୍ଟ କାର୍ଡ / କଟକ

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍‌ ପକ୍ଷରୁ A++ ମାନ୍ୟତା ମିଳିଛି। କିଛି ଦିନ ତଳେ ନାକ୍‌ର ୫ ଜଣିଆ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଗତ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସହ ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲା ଟିମ୍। ରେଭେନ୍ସାକୁ A++ ମାନ୍ୟତା ମିଳିବା ଖବର ପ୍ରଚାରିତ ହେବା ପରେ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାନାଯାଉଛି |

Breaking News