ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତକାଲି ରେ.ୱୀନର ଆସୋସିଏସନ ଶହୀଦନଗର ଠାରେ ଭାରତୀୟ ସମ୍ବିଧାନର ନିର୍ମାତା, ,ଭାରତରତ୍ନ, ଡ଼ ଭୀମ ରାଓ ଆମ୍ବେକରଙ୍କ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି | ସମଗ୍ର ବିଶ୍ବ ରେ ସେ ଜଣେ ବିଦ୍ୱାନ ବ୍ୟକ୍ତି ଥିଲେ, ଦେଶ ବିଦଶରେ ରେ ମଧ୍ୟ ବାବାସାହେବଙ୍କ ର ମୂର୍ତ୍ତି ନିର୍ମିତ ହୋଇଛି,ବାବାସାହେବ ତାଙ୍କର ଜୀବନ ରେ ଅନେକ ସଂଘର୍ଷ କରିଥିଲେ, | ଜାତି, ଧର୍ମ, ବର୍ଣ୍ଣ ର ଭେଦଭାବ ଓ ଅନ୍ଧବିଶ୍ୱାସ ଦ୍ଵାରା ପ୍ରତାରିତ ହୋଇଥିଲେ। ସମସ୍ତ ସମସ୍ୟା ର ସମାଧାନ ରୂପେ ସେ ଶିକ୍ଷା କୁ ପ୍ରାଧାନ୍ୟ ଦେଇଥିଲେ । ଭାରତରେ ନାରୀ ଶିକ୍ଷା, ସାମାଜିକ ନ୍ୟାୟିକ ସମାନତା, ଅର୍ଥନୀତି ର ପ୍ରଗତୀ ରେ ତାଙ୍କର ମୁଖ୍ୟ ଭୂମିକା ରହିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..