ରିପୋର୍ଟ କାର୍ଡ / ଧର୍ମଗଡ
ପିକଅପ ଭ୍ୟାନ ଓଲଟି ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି । ପଲାଶପାଣି ଅଞ୍ଚଳରୁ ଧର୍ମଗଡକୁ ୪୦ରୁ ଉର୍ଦ୍ଧ୍ୱ ଶ୍ରମିକ ଧାନ ରୋଇବା ପାଇଁ ଏକ ପିକ୍ଅପ୍ ଭ୍ୟାନ୍ରେ ଆସୁଥିଲେ । ଧର୍ମଗଡ-ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ପିପିଲାଠାରେ ଭାରସାମ୍ୟ ହରାଇ ଭ୍ୟାନ ଓଲଟି ପଡିଥିଲା | ଫଳରେ ଶ୍ରମିକ ମାନେ ଗୁରୁତର ହୋଇହୋଇଛନ୍ତି। ସମସ୍ତ ଗୁରୁତର ଶ୍ରମିକ ଧର୍ମଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..