ରିପୋର୍ଟ କାର୍ଡ / ରାଉରକେଲା
ମଦ ମିଳିଲା ନାହିଁ, ସେଥିପାଇଁ ରୋଗୀଙ୍କ ଆତ୍ମହତ୍ୟା । ମଦ ନମିଳିବାରୁ ଆତ୍ମହତ୍ୟା କରିଛନ୍ତି ରୋଗୀ। ରାଉରକେଲା ଆରଜିଏଚରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ରୋଗୀ । ଆତ୍ମହତ୍ୟା କରିଥିବା ରୋଗୀଙ୍କ ନାଁ ହେଉଛି ସହର ଝରା । ଖବର ଅନୁଯାୟୀ, ଗୋଡ଼ ଭଙ୍ଗା ଚିକିତ୍ସା ପାଇଁ ଗତ ବୁଧବାର ଦିନ ସହର ଝରା ଆରଜିଏଚରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କୁ ମଦ ନମିଳିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାମୁଛା ଲଗାଇ ବେକରେ ଆତ୍ମହତ୍ୟା କରିଛନ୍ତି ରୋଗୀ । ଏନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।






More Stories
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..