ରିପୋର୍ଟ କାର୍ଡ / ରାଉରକେଲା
ବାଙ୍କି ରେଞ୍ଜ ଜଙ୍ଗଲରେ ହାତୀ ହତ୍ୟା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ରାଉରକେଲା ବନ ବିଭାଗ। ସେମାନଙ୍କ ନିକଟରୁ ୩ଟି ତେଣ୍ଟା ସହ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି। ସୂଚନା ଅନୁସାରେ- ଗତ ୧୦ ତାରିଖରେ ହାତୀର ମୃତଦେହ ଜଙ୍ଗଲରୁ ଠାବ ହୋଇଥିଲା । ଘଟଣାରେ ତଦନ୍ତ କରି ବନବିଭାଗ ଏବେ ୬ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ହୋଇଥିବା ୩ଟି ତେଣ୍ଟା ଏବଂ ୨ଟି ହାତୀ ଦାନ୍ତ ଜବତ କରାଯାଇଛି । ହାତୀର ମୂଲ୍ୟବାନ ଦାନ୍ତ ପାଇଁ ଶିକାର କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।






More Stories
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..