ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଘାମ ଘୋଟି ଲଢ଼ି ହଇଛି | ଏହି ଯୋଦ୍ଧର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପ୍ରଭାବ ପଡ଼ିଛି। ଭାରତୀୟ ଶେୟାର ବଜାର ମାର୍କେଟରେ ଏକ ପ୍ରକାର ଭୁଷୁଡି ପଡିଛି। ଏହାସହ ମସ୍କୋ ନିଜର ଷ୍ଟକ୍ ମାର୍କେଟକୁ ବନ୍ଦ କରିଛି। ଯୁଦ୍ଧ କାରଣରୁ ଗୁରୁବାର ଭାରତୀୟ ଷ୍ଟକ୍ ମାର୍କେଟରେ ପ୍ରଭାବ ଦେଖାଦେଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଇଣ୍ଡେକ୍ସ ସମ୍ବେଦୀ ସୂଚକାଙ୍କ ୧୮୫୯ ପଏଣ୍ଟ ଖସି ଯାଇଛି। ଗୁରୁବାର ସକାଳୁ ଷ୍ଟକ୍ ମାର୍କେଟ କ୍ଷତିରେ ଆରମ୍ଭ ହୋଇଥିଲା। ପରେ ସାମାନ୍ୟ ସ୍ଥିତି ସୁଧୁରିଥିଲା। ମାତ୍ର ଅସ୍ଥିରତା ମଧ୍ୟରେ ସମ୍ବେଦୀ ସୂଚକାଙ୍କ ର ୧୪୩୦ ପଏଣ୍ଟ ହ୍ରାସ ପାଇ ୫୫,୮୦୨ ସ୍ତରରେ ରହିଥିଲା। ଏହି ସମୟର କାରବାର ମଧ୍ୟରେ ଆଠ ଲକ୍ଷ ଟଙ୍କା ନିବେଶକମାନେ କ୍ଷତି ସହିଥିବା ଜଣାପଡିଛି। ନିଫ୍ଟି ଉପରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଥିବା ଦେଖାଯାଇଛି। ଏଥିରେ ୪୧୪ ପଏଣ୍ଟ ଖସିବା ସହ ୧୬,୬୪୮ରେ ପହଞ୍ଚିଛି।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..