ରିପୋର୍ଟ କାର୍ଡ / ସମ୍ବଲପୁର
ଶଳାକୁ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଛନ୍ତି ଭିଣୋଇ | ଏଭଳି ସଂଗୀନ ଅଭିଯୋଗ ଆସିଛି ସମ୍ବଲପୁରରୁ । ଭିଣୋଇ ଥାନାରେ ଅଟକ ଥିବା ବେଳେ ଶଳା ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ସମ୍ବଲପୁର କଚେରୀ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଭିଣୋଇ ଗାଡ଼ି ଚଢାଇ ଶଳାକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ତେବେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଶଳାକୁ ମାରିବା ଉଦ୍ୟମରେ ସମ୍ବଲପୁର ଏସପିଙ୍କ ବାସଭବନ କାନ୍ଥ ଭାଙ୍ଗିଦେଇଛନ୍ତି ଅଭିଯୁକ୍ତ ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..