ରିପୋର୍ଟ କାର୍ଡ / ସମ୍ବଲପୁର
କୁଚିଣ୍ଡା ତହସିଲ ଅଧୀନ ଗୋଛରା ଆର୍ଆଇ ସତ୍ୟନାରାୟଣ କଉଡି ଜେଲ ଗଲେ| ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ। ଶୁକ୍ରବାର ଭିଜିଲାନ୍ସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି |
More Stories
ତାତିରୁ ମିଳିବ ମୁକ୍ତି,ଆସୁଛି ବର୍ଷା…..
ଗୋଟିଏ ଟ୍ରାକ୍ ରେ ୨ ଟ୍ରେନ୍ ମୁହାଁମୁହିଁ…..
ଆସିଲା ସୌମ୍ୟ ପୋଷ୍ଟମର୍ଟମ ରିପୋର୍ଟ…..