ରିପୋର୍ଟ କାର୍ଡ / ଅନୁଗୋଳ
ସାତକୋଶିଆ ଅଭୟାରଣ୍ୟରେ ଆଜିଠାରୁ କୁମ୍ଭୀର ଓ ପକ୍ଷୀ ଗଣନା ଆରମ୍ଭ ହୋଇଛି | ରବିବାର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ୍ ରହିଛି । ଦୁଇଟି ଦଳରେ କର୍ମଚାରୀମାନେ ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରତି ଦଳରେ ଜଣେ ନାଉରିଆ ସହ ଜଣେ ବନରକ୍ଷୀ ଦେଶୀ ଡଙ୍ଗାରେ ଯାଇ ଗଣନା କାର୍ଯ୍ୟ କରୁଛନ୍ତି । ଚଳିତ ବର୍ଷ ପ୍ରଥମ ଥରପାଇଁ ନୟାଗଡ଼ ବନଖଣ୍ଡ ପକ୍ଷରୁ ଗଣିଆ ବନାଞ୍ଚଳ କର୍ମଚାରୀମାନେ ସିଧାମୂଳାଠାରୁ ପଦ୍ମାବତୀ ପର୍ଯ୍ୟନ୍ତ କୁମ୍ଭୀର ଓ ପକ୍ଷୀ ଗଣନା କାର୍ଯ୍ୟକରାଯିବ। ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ….
୩ ଦିନ ପ୍ରବଳ ବର୍ଷା ଆଶଙ୍କା…..
ମୁଖ୍ୟମନ୍ତ୍ରୀ ୟୁନିଟ୍-ଗ୍ରୁପ୍ କମ୍ପାନୀ ସହ କରିବେ ଆଲୋଚନା…..