ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାରା ବିଶ୍ୱ ଏବେ ଓମିକ୍ରନ ନେଇ ଭୟ ବଢିବାରେ ଲାଗିଛି । ଏହାରି ଭିତରେ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ପାରା ଉପରମୁହାଁ ରହିଛି। ବିଶେଷକରି ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ସଂକ୍ରମଣ ବଢୁଛି । ସ୍କୁଲ ଗୁଡିକରେ ସଂକ୍ରମିତ ଚିହ୍ନଟ ହେବା ପରେ ଗାଇଡ଼ ଲାଇନକୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ପୂର୍ବ ଅପେକ୍ଷା ରାଜ୍ୟର ସ୍କୁଲ ଗୁଡ଼ିକରେ ସଂକ୍ରମଣ ଧୀରେ ଧୀରେ କମୁଛି । ସେମିତି ଚିନ୍ତା ଜନକ ସ୍ଥିତି ନାହିଁ ବୋଲି ଡ଼ିଏମଇଟି ରମାରମଣ କହିଛନ୍ତି । କିନ୍ତୁ ସତର୍କତା ଅବଲମ୍ୱନ କରିବାକୁ ଡିଏମଇଟି ପରାମର୍ଶ ଦେଇଛନ୍ତି ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..