Report Card Odisha

| Daily Odia News

ବିମାନରେ ବୋମା ଆତଙ୍କ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଆ ଆସୁଥିବା ବିନାନରେ ବୋମା ଆତଙ୍କ ଦେଖା ଦେଇଛି | ଗୋଆ ଆସୁଥିବା ବିନାନରେ ବୋମା ଆତଙ୍କ ଦେଖା ଦେଇଛି | ଏହି ବିମାନଟିରେ ୨୩୮ ଯାତ୍ରୀ ଥିବା ବେଳେ ୭ ଜଣ କ୍ରିଉ ମେମ୍ବର ରହିଥିଲେ | ଏହି ସମୟରେ ବିମାନକୁ ନେଇ ସୁରକ୍ଷା ଆଲର୍ଜ ଜାରି କରାଯାଇଛି ।  ବିମାନଟି ରୁଷର ପେରମ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା । ଏହି ସମୟରେ ବିମାନକୁ ନେଇ ସୁରକ୍ଷା ଆଲର୍ଜ ଜାରି କରାଯାଇଛି । ଏହାପରେ ବିମାନକୁ ସଙ୍ଗେସଙ୍ଗେ ଉଜବେକିସ୍ତାନ ଆଡ଼କୁ ଡାଇଭର୍ଟ କରାଯାଇଥିବା ଜଣାପଡ଼ିଛି ।

 

 

 

Breaking News