ରିପୋର୍ଟ କାର୍ଡ / ଭୁବନେଶ୍ୱର
ନକଲି ସାର ବିକିଲେ ଜେଲ୍ ଯିବାନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । “ଏ ନେଇ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଧରା ପଡିବେ ସେମାନଙ୍କୁ ଜେଲ୍ ପଠାଯିବ” । କୃଷକମାନଙ୍କୁ ଠିକ୍ ସମୟରେ ୟୁରିଆ ସହିତ ଅନ୍ୟାନ୍ୟ ସାର ଉପଲବ୍ଧ କରାଇବାକୁ ଓ ଅବୈଧ ମୂଲ୍ୟ ବୃଦ୍ଧି ରୋକିବାରେ ଏହା ସହାୟକ ହେବ ବୋଲି କୁହାଯାଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..