ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନଡି ଟିଭିର ବରିଷ୍ଠ ସାମ୍ବାଦିକ କମାଲ ଖାନନଙ୍କ ପରଲୋକ ହୋଇଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି । ସେ ଦୀର୍ଘ ସମୟ ଧରି ପ୍ରିଣ୍ଟ ମିଡ଼ିଆରେ କାର୍ଯ୍ୟ କରିବା ପରେ ଏନଡି ଟିଭିରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଏକ ଦଶକ ଧରି ସାମ୍ବାଦିକତାରେ ସକ୍ରିୟ ରହିବା ସହ ଖବର ପରିବେଷଣ କରିବାର ସ୍ୱତନ୍ତ୍ର ଶୈଳୀ ପାଇଁ ବେଶ୍ ଲୋକପ୍ରିୟ ଥିଲେ । କମାଲଙ୍କ ମୃତ୍ୟୁରେ ସାରା ସାମ୍ବାଦିକ ଜଗତରେ ଶୋକର ଲହରୀ ଖେଳିଯାଇଛି ।
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..