ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦଳର ସୁପ୍ରିମୋ ଦୁର୍ନିତୀଖୋର ଏବଂ ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଉ ନଥିବା ଅଧିକାରୀମାନଙ୍କୁ ଦଳରୁ ବହିଷ୍କାର କରିଥାନ୍ତି । ତେବେ ପୂର୍ବରୁ ଏହିପରି ଅନେକ ଅଧିକାରୀଙ୍କୁ ସେ ଦଳରୁ ବହିଷ୍କାର କରିଥିବା ବେଳେ ବର୍ତ୍ତମାନ ଆଉ ଜଣେ ଅଧିକାରୀ ଦଳରୁ ବହିଷ୍କାର ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ସନ୍ତୋଷ ଜେନା ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ଦଳୀୟ ସଭାପତିଙ୍କ ଦ୍ବାରା ବହିଷ୍କାର ନେଇ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:କୋର୍ଟରେ ଆତ୍ମସମର୍ପଣ କଲେ ସଂଗ୍ରାମ ବେହେରା…..
ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କମ୍ୟୁନିଷ୍ଟ…..
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..