ରିପୋର୍ଟ କାର୍ଡ / ଭୁବନେଶ୍ୱର
ହାୱଡାରୁ ଭୁବନେଶ୍ୱର ଆସୁଥିବା ଜନଶତବ୍ଦୀ ଏକ୍ସପ୍ରେସ ଭଦ୍ରକ ଷ୍ଟେସନ ନିକଟରେ ଲାଇନ୍ଚ୍ୟୁତ ହୋଇଛି | ଡଗରାସାହି ଲେବଲକ୍ରସିଂ ନିକଟରେ ଲାଇନ୍ଚ୍ୟୁତ ହୋଇଥିବା ଜଣା ପଡିଛି | ଟ୍ରେନ୍ରେ ଥିବା ସବୁ ଯାତ୍ରୀ ସୁରକ୍ଷା ରହିଛନ୍ତି । ଟ୍ରେନ୍ଟି ଏକ ଷଣ୍ଢକୁ ଧକ୍କା ଦେବାରୁ ଲାଇନ ଚ୍ୟୁତ ହୋଇଥି ସୂଚନା ମିଳୁଛି |
More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……