ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
NDRF ର ନୂଆ ମହାନିର୍ଦ୍ଦେଶକ ହେଲେ ଅତୁଲ କରୱାଲ ।କ୍ୟାବିନେଟର ନିଯୁକ୍ତି କମିଟିର ପ୍ରସ୍ତାବକୁ ଅନୁମୋଦନ କରିଛି ଗୃହ ମନ୍ତ୍ରଣାଳୟ । ଅତୁଲ କରୱାଲଙ୍କୁ ଏନ.ଡ଼ି.ଆର.ଏଫ ର ନୂଆ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର IPS ଅଫିସର ଅତୁଲ କରୱାଲ । କରୱାଲ ବର୍ତ୍ତମାନ ହାଇଦ୍ରାବାଦରେ ଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ NDRF ଡିଡି ଥିବା ସତ୍ୟନାରାୟଣ ପ୍ରଧାନଙ୍କଠାରୁ ଦାୟିତ୍ବ ନେବେ । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ଏହି ସମୟରେ ଅତୁଲ କରୱାଲଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……