Report Card Odisha

| Daily Odia News

ସକାଳୁ ସକାଳୁ ଗୁଳିମାଡ……

ରିପୋର୍ଟ କାର୍ଡ / ଅନୁଗୋଳ

ଅନୁଗୋଳ ଜିଲ୍ଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ ।

Breaking News