ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅର୍ଚ୍ଚନା ନାଗ ମାମାଲାରେ ସାରା ରାଜ୍ୟ ଉଠୁଛି ପଡୁଛି । ପ୍ରତ୍ୟେକ ଦିନ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଅର୍ଚ୍ଚନା ଙ୍କ ଅଡୁଆ ବଢିବାର ଲାଗିଛି । ମାମାଲାରେ ସପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ଇଡି ପଚରା ଉଚରା କରୁଥିବା ବେଳେ କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି । ଏହି ଘଟଣାରେ ଶ୍ରଦ୍ଧାଞ୍ଜଳୀ ବେହେରା ମଧ୍ୟ ସାମିଲ ଅଛିନ୍ତି । ତେବେ ଶ୍ରଦ୍ଧାଞ୍ଜଳୀଙ୍କୁ ଇଡି ଦୁଇ ଥର ଜେରା କରିବା ପରେ ତାଙ୍କୁ ଗିରଫ କରିଥଲା । ଶ୍ରଦ୍ଧାଞ୍ଜଳୀ ହାଇକୋର୍ଟରେ ଅନ୍ତରିଣ ସୁରକ୍ଷା ଅପିଲ କରିଥବା ବେଳେ ଆଜି ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି |ତଦନ୍ତରେ ଇଡିଙ୍କୁ ସହେଯାଗ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି । ତେବେ ଏହି ଘଟଣାରେ ଆସନ୍ତା ବର୍ଷ ଜାନୁଆରୀ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣୀ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ଶିମିଳିପାଳରେ ହେବ ହେଲିପ୍ୟାଡ୍…..
ରାଜ୍ୟରେ ବଢିଛି ମୁଣ୍ଡପିଛା ଆୟ…..
ଲଘୁଚାପ କ୍ଷେତ୍ର ସକ୍ରିୟ…..