ରିପୋର୍ଟ କାର୍ଡ / ମୟୁରଭଞ୍ଜ
ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଲାଗିରହିଥିବାରୁ ଆଜି ମଧ୍ୟ ଶିମିଳିପାଳ ବନ୍ଦ ରହିବ | ଏନେଇ ବନବିଭାଗ ସୂତ୍ରରୁ ଜଣାପଡିଛି। ଲଗାଣ ବର୍ଷା ପାଇଁ ଶନିବାର ଓ ରବିବାର ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବନ୍ଦ ରଖାଯାଇଥିବା ବେଳେ ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ତେବେ ଯେଉଁ ପର୍ଯ୍ୟଟକମାନେ ଶିମିଳିପାଳରେ ରାତି ରହଣି ପାଇଁ ଅଗ୍ରୀମ ବୁକିଂ କରିଥିବେ ସେମାନଙ୍କ ପ୍ରବେଶ ପାଇଁ କିଛି କଟକଣା ନାହିଁ। ସେମାନେ ଶିମିଳିପାଳ ଜୈବମଣ୍ଡଳ ଭିତରେ ଥିବା ବିଭିନ୍ନ ରହଣିସ୍ଥଳରେ ରାତ୍ରଯାପନ କରିପାରିବେ।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..