Report Card Odisha

| Daily Odia News

ଶିମିଳିପାଳ ଜଗିବ ପୋଲିସ…..

ରିପୋର୍ଟ କାର୍ଡ / ମୟୂରଭଞ୍ଜ

ଶିମିଳିପାଳରେ କର୍ମଚାରୀଙ୍କୁ ହତ୍ୟାପରେ ଆକ୍ସନ ମୋଡ୍‌ରେ ପୋଲିସ ଓ ବନ ବିଭାଗ |୬ଟି ବନଖଣ୍ଡରେ ହେବ ପୋଲିସ ଓ ବନବିଭାଗର ମିଳିତ ସର୍ଚ୍ଚ ଅପରେସନ । ଠାକୁରମୁଣ୍ଡା, କରଞ୍ଜିଆ , ବହଳଦା, ଜଶୀପୁର, ବାଙ୍ଗିରିପୋଷି ଓ ଉଦଳା ରେଞ୍ଜର ଅଭ୍ୟନ୍ତରୀଣ ଇଲାକା ରେ ପଶିବ ଟିମ୍ । ପ୍ରତି ଟିମରେ ଜଣେ ଇନ୍ସପେକ୍ଟର୍‌ଙ୍କ ସହିତ ୧୫ ଜଣ ପୋଲିସ ଓ ୪ଜଣ ବନ କର୍ମଚାରୀଙ୍କୁ ନେଇ ଗଠନ ହେବ ଏହି ଟିମ୍ । ବିଭିନ୍ନ ସୂତ୍ରରୁ ୨୦୦ ରୁ ୨୫୦ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଖୋଜିବ ଟିମ୍ ।

Breaking News