ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ମାସରୁ ଓଡ଼ିଶାରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) ଆରମ୍ଭ ହେବ | ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ SIR ଆରମ୍ଭ ହେବ। ଏନେଇ ଜାନୁଆରୀ ୭ରେ ଫାଇନାଲ ଭେରିଫିକେସନ ବାହାରିବ। କଂଗ୍ରେସ, ବିଜେଡି ଆପତ୍ତି ଅଭିଯୋଗର ସବୁ ଜବାବ ଦିଆଯାଇଛି ବୋଲି ସେ କହିଛନ୍ତି। ବିଜେଡି ଅଭିଯୋଗର ଦୁଇ ଦୁଇ ଥର ଜବାବ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ଭିତ୍ତିହୀନ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ସହ ଲୋକଙ୍କ ଆସ୍ଥାକୁ ଭାଙ୍ଗନ୍ତୁ ନାହିଁ ବୋଲି CEO କହିଛନ୍ତି। ରାଜ୍ୟରେ ବୁଥ ସଂଖ୍ୟା ବଢ଼ିବ। ୩୮ ହଜାରରୁ ୪୫ ହଜାରକୁ ବଢ଼ିବ ବୋଲି ସେଓ କହିଛନ୍ତି।






More Stories
ଘୁଞ୍ଚିଲା ଯୁକ୍ତ ଦୁଇ ଫର୍ମ ପୂରଣର ତାରିଖ……
ରାଫେଲରେ ଉଡିଲେ ରାଷ୍ଟ୍ରପତି……
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ……