ରିପୋର୍ଟ କାର୍ଡ / ବ୍ରହ୍ମହପୁର
ସିକନ୍ଦରାବାଦ ରୁ ଅଗରତାଲା ଯାଉଥିବା ଟ୍ରେରେ ନିଆଁ ଲାଗିଥିବା ସୂଚନା ମିଳୁଛି | ଏକ୍ସପ୍ରେସର ବି-୫ ବଗିରେ ଧୂଆଁ ବାହାରୁଥିବାରୁ ଯାତ୍ରୀ ଭୟଭୀତ ହୋଇ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିବା ଜଣାପଡିଛି । ବ୍ରହ୍ମପୁର ଷ୍ଟେସନରେ ଧୂଆଁ ବାହାରୁଥିବାରୁ ଯାତ୍ରୀମାନେ ଦେଖିଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି | କିନ୍ତୁ ଯାତ୍ରୀମନେ ସେହିବଗିରେ ଯିବାକୁ ଅମଙ୍ଗ ହେଉଥିବା ବେଳେ ବଗି ବଦଳାଇବାକୁ ଦାବିକରିଛନ୍ତି | ବାଲେଶ୍ଵର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା କୁ ୫ ଦିନ ହୋଇଥିବା ବେଳେ ଯାତ୍ରୀଙ୍କ ମନରୁ ଭୟ ଯାଇନାହଁ | ଯାତ୍ରୀମାନେ ରେଳଯାତ୍ରାକୁ ସୁରକ୍ଷିତ ଭାବୁନଥିବା ଦେଖିବାକୁ ମିଳିଛି |
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..