ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୮ ଜଣଙ୍କ ବିରୋଧରେ ନୋଏଡା ପୋଲିସ ଶୁକ୍ରବାର ଦିନ ୧୨୦୦ ପୃଷ୍ଠାର ଏକ ଚାର୍ଜସିଟ ଦାଖଲ କରିଛି। ଚାର୍ଜସିଟରେ ୨୪ ସାକ୍ଷୀଙ୍କ ବୟାନ ଏଲଭିଶ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ରେକର୍ଡ କରାଯାଇଛି। ଚାର୍ଜସିଟରେ ନୋଏଡା ପୋଲିସ କହିଛି ଯେ ଜେଲରେ ଥିବା ସମସ୍ତ ସାପ ବିଷ ଯୋଗାଣକାରୀଙ୍କ ସହ ଏଲଭିଶଙ୍କର ସମ୍ପର୍କ ରହିଥିଲା ଏବଂ ସାପ ବିଷ କିଣିବା ତଥା ବିକ୍ରୟ କରିବାର କଳା ବ୍ୟବସାୟରେ ମଧ୍ୟ ସେ ଜଡିତ ଥିଲେ।






More Stories
ଗଣତନ୍ତ୍ରକୁ ସୁଦୃଢ କରିଛି ନାରୀଙ୍କ ଭାଗିଦାରୀ…..
ପୋଲିସ ଗାଡି ପୋଡିଲେ କର୍ମଚାରୀ….
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..