ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ନିକଟରେ ହାଜର ହେବାକୁ ଥିବା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅଧିକ ୩ ସପ୍ତାହ ସମୟ ଲୋଡିଛନ୍ତି। ସୂଚନା ଅନୁଯାୟୀ ସୋନିଆଙ୍କ ଆବେଦନ ଉପରେ ଇଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ବୁଧବାର ସୋନିଆ ଇଡି ନିକଟରେ ହାଜର ହେବାକୁ ଥିଲା। ମାତ୍ର ସେ ୨ ତାରିଖରୁ କରୋନା ସଂକ୍ରମିତ ହୋଇଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇ ନାହାନ୍ତି। ତେବେ ସୋନିଆଙ୍କ ପୁତ୍ର ରାହୁଲ ଗାନ୍ଧୀ ଜୁନ୍ ୧୩ ତାରିଖରେ ଇଡି ନିକଟରେ ହାଜର ହେବାକୁ ଅଛି।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..