ରିପୋର୍ଟ କାର୍ଡ / ଭୁବନେଶ୍ୱର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ। ତେଣୁ ଏଥର ସଂକ୍ଷିପ୍ତ ବଜେଟ ଆଣିପାରନ୍ତି ରାଜ୍ୟ ସରକାର। ଆଜି ଆଗାମୀ ବଜେଟ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପଞ୍ଚାୟତ ପରେ ପୌର ନିର୍ବାଚନ ହେବ। ତେଣୁ ଏଥର ସଂକ୍ଷିପ୍ତ ବଜେଟ ଆଣିପାରନ୍ତି ରାଜ୍ୟ ସରକାର। ଆଗରୁ ମଧ୍ୟ ପ୍ରାବଧାନ ଅଛି। ତିନି ମାସିଆ ବଜେଟ ଆସିଛି। ତେଣୁ ସେଥିରେ କିଛି ଅସୁବିଧା ନାହିଁ। ତେବେ ବଜେଟ ଅଧିବେଶ କେବେ ବସିବ ସେ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….