ରିପୋର୍ଟ କାର୍ଡ / ପୁରୀ
ପୁରୀ ଶ୍ରୀମନ୍ଦିର ଭିତରେ ସୋମବାର ସେବକ-ସେବକ ପିଟାପିଟି ହୋଇଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ପାଦୁକ ବଣ୍ଟନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ପହଞ୍ଚି ଥାନାକୁ ଆଣିବା ପରେ ମଧ୍ୟ ଥାନାରେ ହାତାହାତି ହୋଇଛନ୍ତି । ପରସ୍ପରକୁ ଆକ୍ରମଣ ସମୟରେ ଜଣେ ବରିଷ୍ଠ ସେବାୟତ ଆହତ ହୋଇଛନ୍ତି । ସିଂହଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଜଳିଗଲା ବସ୍,୧୦ ମୃତ……