ଆମ ସହର ବଡ଼ ଖବର ରାଜ୍ୟ ଏଏସ୍ଓ ଚୟନ ପ୍ରକ୍ରିୟାରେ ରୋକ….. Report Card Bureau August 9, 2023 ରିପୋର୍ଟ କାର୍ଡ / କଟକଏଏସ୍ଓ ଚୟନ ପ୍ରକ୍ରିୟାରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଆଜି ଜଣିକିଆ ଖଣ୍ଡପୀଠ ରାୟ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି। ଜବାବ ଦାଖଲ ପାଇଁ ପ୍ରତିପକ୍ଷ ଓପିଏସ୍ସିକୁ ନୋଟିସ୍ ଦିଆଯାଇଛି। ସେପ୍ଟେମ୍ବର ୨୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। Continue ReadingPrevious ଗୁଡ୍ଡୁ ମୁସଲିମ ପଳାତକ ଘୋଷିତ,ଘର ବାଜ୍ୟାପ୍ତି ହେବ……Next ‘ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼’କୁ ଆହ୍ବାନ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ରାଜ୍ୟରେ ସକାଳୁଆ ସ୍କୁଲ….. April 3, 2026 Report Card Bureau 1 min read ରାଜ୍ୟ କନିଷ୍ଠ ଶିକ୍ଷକ ହେଲେ ନିୟମିତ….. April 3, 2026 Report Card Bureau ରାଜ୍ୟ ସରିଲା ମାଟ୍ରିକ ଖାତାଦେଖା….. April 3, 2026 Report Card Bureau
More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..