ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଅଜିଆରମ୍ଭ ହୋଇଛି | ଏହି ସ୍ଥତିରେ ଅଡ଼ି ବସିଛନ୍ତି ବିସ୍ଥାପିତ | କହିଛନ୍ତି କି ୨୦୦୬ ଥଇଥାନ ଓ ପୁନର୍ବାସ ନୀତି ନୁହେଁ, ଆମକୁ ୨୦୧୩ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କର । ଏକର ପିଛା ୬ ଲକ୍ଷ ନୁହେଁ, ୩୦ରୁ ୩୫ ଲକ୍ଷ ଦିଅ । ନଚେତ ଆମେ ଆମ ଭିଟାମାଟି ଛାଡ଼ିବୁନି ।’ ଏ ହାକୁ ନେଇ ପୋଲିସ ଓ ବିସ୍ଥାପିତ ମୁହାଁମୁହିଁ ହୋଇଥିବା ବେଳେ ଘଟଣାସ୍ଥଳ ରଣକ୍ଷେତ୍ରରେ ପରିଣତ ହୋଇଛି। ଘଟଣାସ୍ଥଲରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଏହାର କୌଣସି ସମାଧାନ ହୋଇ ପାରି ନ ଥିବା ଜଣାଯାଇଛି।






More Stories
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..
ଆଜି ରାଷ୍ଟ୍ରପତିଙ୍କର ଓଡିଶା ଗସ୍ତର ଦ୍ଵିତୀୟ ଦିନ:ବିରଜା ମନ୍ଦିର ପରିଦର୍ଶନ…..
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..