ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଛି । ସୁପ୍ରିମକୋର୍ଟରେ ୫୦ ପ୍ରତିଶତ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେଣୁ ସୁପ୍ରିମକୋର୍ଟରେ କରୋନା ନିୟମାବଳୀ କଡ଼ାକଡ଼ି କରାଯାଇଛି। ଆଗକୁ ସୁପ୍ରିମକୋର୍ଟ ପରିସରକୁ ଯିଏ ବି ଯିବେ ସେମାନଙ୍କଠାରେ କରୋନା ଲକ୍ଷଣ ଥିଲେ ସେମାନେ କରୋନା ଟେଷ୍ଟ୍ କରିବା ବାଧ୍ୟତାମୂଳକ। ଲକ୍ଷଣ ଥିଲେ ସମସ୍ତେ ଆର୍ଟିପିସିଆର୍ ଟେଷ୍ଟ୍ କରିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ଜାରି ଏକ ନୂଆ ନିର୍ଦ୍ଦେଶାବଳିରେ କୁହାଯାଉଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….