ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ଲଗାଇଛନ୍ତି ସୁପ୍ରିମକୋର୍ଟ | ଉତ୍ତରାଖଣ୍ଡର ହଲ୍ଦ୍ୱାନୀ ଅଞ୍ଚଳରେ ଥିବା ରେଳବାଇ ଜମିରୁ ଜବରଦଖଲ ହଟାଇବା ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ ବିଚାରକକୁ ନେଇ ସୁପ୍ରିମକୋର୍ଟ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସମାଧାନର ବାଟ ବାହାର କରାଯିବା ଉଚିତ ବୋଲି କହିଛନ୍ତି । ସବୁତକ ଜମି ରେଳବାଇର କି ନୁହଁ ତାହା ଉପରେ ସ୍ପଷ୍ଟ ହେବା ଉଚିତ। ସେହିପରି ରାତାରାତି ୫୦,୦୦୦ ଲୋକଙ୍କୁ ଉଠାଇ ଉଠାଇ ଦିଆ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..