ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭୋକରେ ଡହଳ ବିକଳ ହେଉଥିବା ଆଫଗାନିସ୍ଥନର ଜନତାଙ୍କ ପାଇଁ ବଡ ସହାୟତାର ହାତ ବଢାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହାକୁ ନେଇ ତାଲିବାନ ଭାରତର ପ୍ରଶଂସା କରିଛି । ଆଫଗାନିସ୍ଥାନକୁ ୨୦ହଜାର ମେଟ୍ରିକ୍ ଟନର ଗହମ ଯୋଗାଇ ଦେବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ତାହା ବି ସମ୍ପୁର୍ଣ୍ଣ ଶୁଳ୍କ ବିହିନ । ଆଉ ଭାରତର ଏହି ସହାୟତାକୁ ନେଇ ପ୍ରଶଂସା କରିଛି ତାଲିବାନ୍ । ତାଲିବାନ ପ୍ରବକ୍ତାଙ୍କ ଏନେଇ କହିଛନ୍ତି, ଭାରତର ଏହି ସହାୟତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବ । କେବଳ ଏତିକି ନୁହେଁ ତାଲିବାନର ପ୍ରବକ୍ତା ଆହୁରି ପ୍ରଶଂସା କରି କହିଛନ୍ତି, ଭାରତ ହେଉଛି ବିଶ୍ୱର ପ୍ରକୃତ ଲିଡର୍ ।






More Stories
ଧର୍ମ ପରିବର୍ତ୍ତନକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ….
ଏପ୍ରିଲ ୯ ସୁଦ୍ଧା ଶେଷ ହେବ ଯୁଦ୍ଧ !…..
ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ…..