ରିପୋର୍ଟ କାର୍ଡ / ବ୍ରହ୍ମପୁର
ଡାକ୍ତର ସୁମିତଙ୍କ ବ୍ରହ୍ମପୁରସ୍ଥିତ ବାସଭବନର ଫାଟକ ଭାଙ୍ଗି ମହିଳା ଭିତରକୁ ପ୍ରବେଶ କରିଛନ୍ତି | ତେବେ ଦ୍ବିତୀୟ ଫାଟକ ଭାଙ୍ଗିବାରେ ସକ୍ଷମ ହୋଇପାରିନାହାନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ଅପରପକ୍ଷରେ ତପସ୍ବୀନି ଆଜି ଶ୍ବଶୁର ଘର ଭିତରକୁ ପ୍ରବେଶ କରିବାରେ ସଫଳ ହୋଇଛନ୍ତି। ତପସ୍ବୀନି କହିଛନ୍ତି ଯେ ମୁଁ କୋର୍ଟର ବିରୋଧରେ ଯାଇନାହିଁ। ଜନସାଧାରଣ ସମର୍ଥନ କରି ମୋତେ ଭିତରକୁ ଆଣିଛନ୍ତି। ମୋତେ ଜନ ସାଧାରଣ ସମର୍ଥନ କରିଥିବାରୁ ବହୁତ ଖୁସି ବୋଲି ସେ ପ୍ରକାଶ କରିଛନ୍ତି।






More Stories
ବଢ଼ିବ ତାତି: ପାରଦ ଟପିବ ୪୩ ଡିଗ୍ରୀ…..
୨୧ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି…..
ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..