ରିପୋର୍ଟ କାର୍ଡ / ଭୁବନେଶ୍ଵର
ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆକାଶ ପାଠକଙ୍କର ବିଏମଡବ୍ଲୁ କାର୍କୁ ଜବତ କରିଛି ଇଡି । ୭୨ ଲକ୍ଷ ନଗଦ ଟଙ୍କା ଦେଇ ଏହି ବିଏମଡବ୍ଲୁ କାରକୁ ଓଏସ୍ଏଲ୍ ଶୋ’ ରୁମ୍ରୁ କିଣିଥିଲେ ଆକାଶ। ଦୀର୍ଘ ଦିନ ଧରି ଏହି କାରଟି ଗାୟବ ଥିଲା। ଏହି କାରକୁ ଇଡି ରାଜ୍ୟ ବାହାରୁ ଜବତ କରିଥିବା ଜଣାପଡିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..